ପାନ୍ କାର୍ଡ ସେବା

ପାନ୍ କାର୍ଡ ସେବା

'ଆଧାର ସେବା କେନ୍ଦ୍ର' ବା ASK, ନିକଟତମ ବାସିନ୍ଦାଙ୍କ ପାଇଁ ସମସ୍ତ ଆଧାର ସେବାର ସିଙ୍ଗଲ୍ ଷ୍ଟପ୍ ଡେଷ୍ଟିନେସନ୍। ASK ଏକ ଅତ୍ୟାଧୁନିକ ପରିବେଶରେ ବାସିନ୍ଦାମାନଙ୍କୁ ସମର୍ପିତ ଆଧାର ପଞ୍ଜୀକରଣ ଏବଂ ଅଦ୍ୟତନ ସେବା ପ୍ରଦାନ କରିଥାଏ। ଆଧାର ସେବା କେନ୍ଦ୍ରରେ ବାସିନ୍ଦାଙ୍କୁ ଶୀତତାପ ନିୟନ୍ତ୍ରିତ ଆରାମଦାୟକ ପରିବେଶ ଯୋଗାଇ ଦିଆୟାଉଛି। ସମସ୍ତ ଏଏସକେ ହ୍ୱିଲ୍ ଚେୟାର ଅନୁକୂଳ ଏବଂ ଏଥିରେ ବୟସ୍କ ଏବଂ ବିଶେଷ ଭାବେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ଅଧିକ ତଥ୍ୟ ଜାଣିବା ପାଇଁ ଆମ ସହ ଯୋଗାଯୋଗ କରନ୍ତୁ: ଜାଗୃତି ଡିଜିଟାଲ ସର୍ଭିସ୍, ଗ୍ରା: ଆମନା, ପୋ: ସଂଜପଡା, ପ: ସଂଜପଡା, ଜି: ଢେଙ୍କାନାଳ, ଓଡ଼ିଶା।

ଯୋଗାଯୋଗ କରନ୍ତୁ

ଇ-ମେଲ୍ ଦ୍ଵାରା ଯୋଗାଯୋଗ ସମ୍ଭବ ଅଟେ 

Areas Covered

ଓଡ଼ିଶା